ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠ ଲାଠି ଗାଁ ଛକରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସେଠାରେ ବିହାରୀ ଦୋକାନରେ ଗ୍ୟାସ ଟାଙ୍କି ଥିଲା। ରାତି ପ୍ରାୟ ୨ଟା ରେ ତାହା ବ୍ଲାଷ୍ଟ୍ ହୋଇଥିଲା। ଏହାଫଳରେ ୪ ଟି ଦୋକାନ ଜଳିଯାଇଥିବା ସୂଚନା ରହିଛି। ଏଥିରେ ବିହାରୀ ଦୋକାନ, ପରିବା ଦୋକାନ, ସାଇକଲ ମାର୍ଟ
ଓ ଏକ ଜଳଖିଆ ଦୋକାନ ପୋଡ଼ିପାଉଁଶ ହୋଇଯାଇଛି। ତେବେ ଏହି ଅଗ୍ନିକାଣ୍ଡରେ କେହି ବି ମୃତାହତ ହୋଇନଥିବା ସୂଚନା ମିଳିଛି ।
ଲାଠି ଗାଁ ଛକରେ ଭୟାବହ ଅଗ୍ନିକାଣ୍ଡ, ୪ଦୋକାନ ଜଳିପୋଡ଼ି ପାଉଁଶ
ବ୍ରହ୍ମପୁର ଉପକଣ୍ଠ ଲାଠି ଗାଁ ଛକରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସେଠାରେ ବିହାରୀ ଦୋକାନରେ ଗ୍ୟାସ ଟାଙ୍କି ଥିଲା। ରାତି ପ୍ରାୟ ୨ଟା ରେ ତାହା ବ୍ଲାଷ୍ଟ୍ ହୋଇଥିଲା। ଏହାଫଳରେ ୪ ଟି ଦୋକାନ ଜଳିଯାଇଥିବା ସୂଚନା ରହିଛି।
/sambad/media/media_files/2025/02/22/hcVYITfyYrZYR1wSpRWP.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)