ରାଉରକେଲା: ରାଉରକେଲାରେ ନକଲି ମୋବିଲ୍ କାରଖାନା ଠାବ ହୋଇଛି। ରାଉରକେଲା ବିଶ୍ରା ଅଞ୍ଚଳରେ ନକଲି ମୋବିଲ୍ କାରଖାନା ଠାବ କରିଛି ପୁଲିସ। ବିଶ୍ରା ଥାନା ଅଞ୍ଚଳରେ ଏକ ଭଡ଼ା ଘରେ ଏକ କମ୍ପାନୀ ଚାଲିଥିଲା। ସେଠାରୁ ୪ ହଜାର ଲିଟର ନକଲି ମୋବିଲ୍ ଏବଂ ଅନେକ ଖାଲି ବୋତଲ ଜବତ ହୋଇଛି।
ବିଭିନ୍ନ ନାମୀଦାମୀ କମ୍ପାନୀର ଲୋଗୋ ଓ ପ୍ୟାକେଟକୁ କପି କରି ଏଠାରେ ନକଲି ମୋବିଲ୍ ତିଆରି ଚାଲିଥିଲା ସେଠାରେ। ନକଲି ଇଞ୍ଜନ ଅଏଲ୍ ତିଆରି କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।
Rourkela
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/23/GHR9qI37GNFtoZDsLjM1.jpg)