ବ୍ରଜରାଜନଗର: ବ୍ରଜରାଜନଗର ପୁଲିସ ପକ୍ଷରୁ ଅପରେସନ ନେତ୍ରା ଆଧାରରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୫ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ଗିରଫମାନେ ହେଲେ ଲମଟିବାହାଲ ନୂଆପଡ଼ାର ଧର୍ମେନ୍ଦ୍ର ଯାଦବ(୩୩), ଓ ପି ଏମ କଲୋନୀର ସମୀର ଭାଇନା(୧୯), ଲମଟି ବାହାଲ ଇବପିଟ ର କିଷ୍ଣା ସିଂ(୨୨), ଲମଟିବାହାଲ ନୂଆପଡ଼ାର ରଞ୍ଜିତ ରାୟ,(୨୮), ଇବପିଟର ରୋହିତ ସିଂ(୩୫)।ଘଟଣାସ୍ଥଳରୁ ୬ଟି ମୋବାଇଲ, ୪ଟି ବାଇକ, ନଗଦ ୩୪୭୦ ଟଙ୍କା ଓ ୨ ମୁଠା ତାସ ଜବତ କରିଛି।
ବ୍ରଜରାଜନଗର ପୁଲିସ ପକ୍ଷରୁ ଅପରେସନ ନେତ୍ରା ଆଧାରରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୫ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ଗିରଫମାନେ ହେଲେ ଲମଟିବାହାଲ ନୂଆପଡ଼ାର ଧର୍ମେନ୍ଦ୍ର ଯାଦବ(୩୩), ଓ ପି ଏମ କଲୋନୀର ସମୀର ଭାଇନା(୧୯), ଲମଟି ବାହାଲ ଇବପିଟ ର କିଷ୍ଣା ସିଂ(୨୨), ଲମଟିବାହାଲ ନୂଆପଡ଼ାର ରଞ୍ଜିତ ରାୟ,(୨୮), ଇବପିଟର ରୋହିତ ସିଂ(୩୫)।ଘଟଣାସ୍ଥଳରୁ ୬ଟି ମୋବାଇଲ, ୪ଟି ବାଇକ, ନଗଦ ୩୪୭୦ ଟଙ୍କା ଓ ୨ ମୁଠା ତାସ ଜବତ କରିଛି।
ଏହି ଜୁଆଖେଳ ଇବପିଟ ରୋହିଦାସ ପଡ଼ାରେ ହେଉଥିଲା। କୌଣସି ସୂତ୍ରରୁ ଖବର ପାଇ ପୁଲିସ ଏହି ଚଢ଼ାଉ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/15/untitled-2025-10-15-14-57-17.png)