ରାଉରକେଲା: କର୍ମଚାରୀଙ୍କଠାରୁ ୫.୪୮ ଲକ୍ଷ ଟଙ୍କାର ଲୁଟ୍ ଅଭିଯୋଗ ହୋଇଛି l ରାଉରକେଲା ଶିଳ୍ପାଞ୍ଚଳରେ ଥିବା ଫ୍ଲିପକାର୍ଟର ଜଣେ କର୍ମଚାରୀ ଟଙ୍କା ନେଇ ଉଦିତନଗର ଯାଉଥିଲେl ଶିଳ୍ପାଞ୍ଚଳ ଇଲେକ୍ଟ୍ରିକ କାର୍ଯ୍ୟାଳୟ ନିକଟରେ କିଛି ଅଜଣା ଯୁବକ ତାଙ୍କ ଗାଡ଼ିକୁ ଅଟକାଇ ଟଙ୍କା ଭର୍ତ୍ତି ବ୍ୟାଗ୍ ଛଡ଼ାଇ ସେଠାରୁ ଚମ୍ପଟ ମାରିଥିଲେl
ରାଉରକେଲା ଶିଳ୍ପାଞ୍ଚଳରେ ଥିବା ଫ୍ଲିପକାର୍ଟର ଜଣେ କର୍ମଚାରୀ ଟଙ୍କା ନେଇ ଉଦିତନଗର ଯାଉଥିଲେl ଶିଳ୍ପାଞ୍ଚଳ ଇଲେକ୍ଟ୍ରିକ କାର୍ଯ୍ୟାଳୟ ନିକଟରେ କିଛି ଅଜଣା ଯୁବକ ତାଙ୍କ ଗାଡ଼ିକୁ ଅଟକାଇ ଟଙ୍କା ଭର୍ତ୍ତି ବ୍ୟାଗ୍ ଛଡ଼ାଇ ସେଠାରୁ ଚମ୍ପଟ ମାରିଥିଲେlଖବର ପାଇ ରଘୁନାଥପାଲି ପୁଲିସ ପହଞ୍ଚି ତଦନ୍ତ ଚଳାଇଛି l
ଖବର ପାଇ ରଘୁନାଥପାଲି ପୁଲିସ ପହଞ୍ଚି ତଦନ୍ତ ଚଳାଇଛି l ସିସି କ୍ୟାମେରା ଫୁଟେଜ ଯାଞ୍ଚ କରି ଛାନଭିନ ଚଳାଇଛି ପୁଲିସl
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/post_attachments/wp-content/uploads/2023/02/loot.jpg)