ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲା ଜରେଇକେଲା ସୀମାନ୍ତ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ସରଣ୍ଡା ଜଙ୍ଗଲର ନକ୍ସଲ ପ୍ରଭାବିତ ଅଞ୍ଚଳରେ ଝାଡ଼ଖଣ୍ଡ ପୁଲିସ ଓ ସିଆର୍‌ପିଏଫ ଦ୍ଵାରା ମାଓବିରୋଧୀ ଅଭିଯାନ ଜାରିରହିଛି। ଶୁକ୍ରବାର ସୁରକ୍ଷାବାହିନୀ ଦ୍ଵାରା ଗୋଟିଏ ୫ କିଲୋଗ୍ରାମର ଲ୍ୟାଣ୍ଡମାଇନ୍‌ ଉଦ୍ଧାର କରାଯାଇଛି। ପରେ ସୁରକ୍ଷାବାହିନୀ ଦ୍ଵାରା ଏହାକୁ ଜଙ୍ଗଲରେ ହିଁ ନଷ୍ଟ କରି ଦିଆଯାଇଛି।

Advertisment

ଜରେଇକେଲା ସୀମାନ୍ତ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ସରଣ୍ଡା ଜଙ୍ଗଲର ନକ୍ସଲ ପ୍ରଭାବିତ ଅଞ୍ଚଳରେ ଝାଡ଼ଖଣ୍ଡ ପୁଲିସ ଓ ସିଆର୍‌ପିଏଫ ଦ୍ଵାରା ମାଓବିରୋଧୀ ଅଭିଯାନ ଜାରିରହିଛି। ଶୁକ୍ରବାର ସୁରକ୍ଷାବାହିନୀ ଦ୍ଵାରା ଗୋଟିଏ ୫ କିଲୋଗ୍ରାମର ଲ୍ୟାଣ୍ଡମାଇନ୍‌ ଉଦ୍ଧାର କରାଯାଇଛି। ପରେ ସୁରକ୍ଷାବାହିନୀ ଦ୍ଵାରା ଏହାକୁ ଜଙ୍ଗଲରେ ହିଁ ନଷ୍ଟ କରି ଦିଆଯାଇଛି।

 ଉଲ୍ଲେଖଯୋଗ୍ୟ ଯେ, ଜରେଇକେଲା ଥାନା ଅନ୍ତର୍ଗତ ଭାଙ୍ଗରାମ ପାହାଡ଼ରେ ଚାଲିଥିବା ଅଭିଯାନବେଳେ ବୋମା ନିଷ୍କ୍ରିୟକାରୀ ଦଳ ଦ୍ଵାରା ଏହି ଲ୍ୟାଣ୍ଡମାଇନ୍‌ଟି ଉଦ୍ଧାର କରାଯାଇଥିଲା।