ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରିରେ ୬୫ ଟିକିଆ ଝାଡ଼ଖଣ୍ଡୀ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ମୟୂରଭଞ୍ଜ ନଡପୁର ଜଙ୍ଗଲ ଦେଇ ନୀଳଗିରିରେ ପ୍ରବେଶ କରିଛନ୍ତି ଏହି ହାତୀପଲ। ନୀଳଗିରିର ସିଙ୍ଗିରୀ, କାଂଶ, ଅଯୋଧ୍ୟା ଓ ପାଟଣା ଦେଇ ଉକ୍ତ ହାତୀପଲ ଏବେ ଗୋପାଳପୁର ଜଙ୍ଗଲମୁହାଁ ହୋଇଛନ୍ତି।
ମୟୂରଭଞ୍ଜ ନଡପୁର ଜଙ୍ଗଲ ଦେଇ ନୀଳଗିରିରେ ପ୍ରବେଶ କରିଛନ୍ତି ୬୫ ଟିକିଆ ଝାଡ଼ଖଣ୍ଡୀ ହାତୀପଲ। ନୀଳଗିରିର ସିଙ୍ଗିରୀ, କାଂଶ, ଅଯୋଧ୍ୟା ଓ ପାଟଣା ଦେଇ ଉକ୍ତ ହାତୀପଲ ଏବେ ଗୋପାଳପୁର ଜଙ୍ଗଲମୁହାଁ ହୋଇଛନ୍ତି। ହାତୀପଲଙ୍କୁ ଦେଖି ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ନୀଳଗିରି ବନ ବିଭାଗ ପକ୍ଷରୁ ହାତୀଙ୍କୁ ଜଙ୍ଗଲମୁହାଁ କରିବା ପାଇଁ ପ୍ରୟାସ ଜାରି ରହିଛି।
ହାତୀପଲଙ୍କୁ ଦେଖି ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ନୀଳଗିରି ବନ ବିଭାଗ ପକ୍ଷରୁ ହାତୀଙ୍କୁ ଜଙ୍ଗଲମୁହାଁ କରିବା ପାଇଁ ପ୍ରୟାସ ଜାରି ରହିଛି।
elephant
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/06/WgR6uxmVBBl3NuB0qj75.jpg)