ଭୁବନେଶ୍ୱର: ଜଣେ ଯୁବକଙ୍କୁ ଅପହରଣ କରିବା ପରର ୧୨ ଘଣ୍ଟା ପରେ ବନ୍ଧା ହେଲେ ୭ ଅଭିଯୁକ୍ତI ଗତ ୧୮ ତାରିଖ ଦିନ ଭୁବନେଶ୍ୱରର ୩୧ ବର୍ଷ ବୟସ୍କ ସୌମ୍ୟରଂଜନ ବେହେରାଙ୍କୁ ବଉଳକୁଦ ବୟାଳିସି ମୌଜାରୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇଥିଲେ I ୭ଜଣ ଦୁର୍ବୃତ୍ତ ବକେୟା ଟଙ୍କା ପାଇଁ ସୌମ୍ୟଙ୍କୁ ଉଠାଇ ନେଇଥିଲେI ଟ୍ରେଡିଙ୍ଗରୁ ରାଗ ରଖି ଏହି ଅପହରଣ କରିଥିଲେ ୭ ଅଭିଯୁକ୍ତ I
ଯୁବକଙ୍କୁ ଅପହରଣ କରିବା ପରର ୧୨ ଘଣ୍ଟା ପରେ ବନ୍ଧା ହେଲେ ୭ ଅଭିଯୁକ୍ତI ଗତ ୧୮ ତାରିଖ ଦିନ ଭୁବନେଶ୍ୱରର ୩୧ ବର୍ଷ ବୟସ୍କ ସୌମ୍ୟରଂଜନ ବେହେରାଙ୍କୁ ବଉଳକୁଦ ବୟାଳିସି ମୌଜାରୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇଥିଲେ I ୭ଜଣ ଦୁର୍ବୃତ୍ତ ବକେୟା ଟଙ୍କା ପାଇଁ ସୌମ୍ୟଙ୍କୁ ଉଠାଇ ନେଇଥିଲେI ଟ୍ରେଡିଙ୍ଗରୁ ରାଗ ରଖି ଏହି ଅପହରଣ କରିଥିଲେ ୭ ଅଭିଯୁକ୍ତ I ଏହାର ମାଷ୍ଟର ମାଇଣ୍ଡ ଥିଲା ଜଣେ ଜିମ ଟ୍ରେନରI କଟକ ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଏନେଇ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି।
ଏହାର ମାଷ୍ଟର ମାଇଣ୍ଡ ଥିଲା ଜଣେ ଜିମ ଟ୍ରେନର୍I କଟକ ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଏନେଇ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି।
crime