ନୀଳଗିରି:ଗୋରୁ ଚୋରି କରି ଖୁଣ୍ଟିରେ ବନ୍ଧା ହେଲେ ଚାରି ଯୁବକ। କଙ୍ଗାରୁ କୋର୍ଟରେ ହେଲା ବିଚାର ନିର୍ଧୁମ ମାଡ଼ । ବରହମପୁର ଥାନା ଅଧୀନ କେସିପୁର ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଉକ୍ତ ଅଞ୍ଚଳର କେତେକ ଯୁବକ ବିଳମ୍ବିତ ରାତିରେ ଗ୍ରାମର କିଛି ଲୋକଙ୍କ ଗୁହାଳରୁ ଗୋରୁ ଚୋରି କରି ଚଲେଇ ଚଲେଇ ନେଉଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ଅଟକ କରାଯାଇଥିଲା।
ଗୋରୁ ଚୋରି କରି ଖୁଣ୍ଟିରେ ବନ୍ଧା ହେଲେ ଚାରି ଯୁବକ। କଙ୍ଗାରୁ କୋର୍ଟରେ ହେଲା ବିଚାର ନିର୍ଧୁମ ମାଡ଼ । ବରହମପୁର ଥାନା ଅଧୀନ କେସିପୁର ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଉକ୍ତ ଅଞ୍ଚଳର କେତେକ ଯୁବକ ବିଳମ୍ବିତ ରାତିରେ ଗ୍ରାମର କିଛି ଲୋକଙ୍କ ଗୁହାଳରୁ ଗୋରୁ ଚୋରି କରି ଚଲେଇ ଚଲେଇ ନେଉଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ଅଟକ କରାଯାଇଥିଲା। ଘଟଣା ସ୍ଥଳରେ ବରହମପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଘଟଣା ସ୍ଥଳରେ ବରହମପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉକ୍ତ ଯୁବକମାନେ ପୂର୍ବରୁ ମଧ୍ୟ ଗୋରୁ ଚୋରିରେ ଲିପ୍ତ ଥିଲେ। ଗୋରୁ ଚୋରି ରାକେଟକୁ ଧରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/06/10/cHVvmBOghX3UQ4yRFaNC.jpg)