ରାଉରକେଲା: ବ୍ରାହ୍ମଣୀ ନଦୀରେ ଭାସୁଛି ଅଖାବନ୍ଧା ମୃତଦେହl ତେବେ ଏଯାଏ ମୃତକଙ୍କର ପରିଚୟ ମିଳିନି l ସ୍ଥାନୀୟ ଲୋକ ଶବ ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ l ରଘୁନାଥପାଲି ପୁଲିସ ଘଟଣାସ୍ଥଳରେ ତଦନ୍ତ ଚଳାଇଛି l
ବ୍ରାହ୍ମଣୀ ନଦୀରେ ଭାସୁଛି ଅଖାବନ୍ଧା ମୃତଦେହ
ବ୍ରାହ୍ମଣୀ ନଦୀରେ ଭାସୁଛି ଅଖାବନ୍ଧା ମୃତଦେହl ତେବେ ଏଯାଏ ମୃତକଙ୍କର ପରିଚୟ ମିଳିନି l ସ୍ଥାନୀୟ ଲୋକ ଶବ ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ l ରଘୁନାଥପାଲି ପୁଲିସ ଘଟଣାସ୍ଥଳରେ ତଦନ୍ତ ଚଳାଇଛି l
/sambad/media/post_attachments/wp-content/uploads/2018/01/Deadbody-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)