ଆନନ୍ଦପୁର: ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଦରଖଳା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ରାତି ୨ଟାରେ ଦୁର୍ଘଟଣା ଘଟିଛି।

Advertisment

କେନ୍ଦୁଝର ଅଭିମୁଖେ ଯାଉଥିବା ଡେକାନ ବସ୍ ସହିତ ଦରଖଳା ନିକଟରେ ଏକ ଟ୍ରେଲରର ଧକ୍କା ହୋଇଥିଲା। ଏଥିରେ ୭ଜଣ ଗୁରୁତର ହୋଇଥିଲେ। ଗୁରୁତରମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରାଯାଇଛି।

କେନ୍ଦୁଝର ଅଭିମୁଖେ ଯାଉଥିବା ଡେକାନ ବସ୍ ସହିତ ଏକ ଟ୍ରେଲରର ଧକ୍କା ହୋଇଥିଲା। ଏଥିରେ ୭ଜଣ ଗୁରୁତର ହୋଇଥିଲେ। ଗୁରୁତରମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରାଯାଇଛି।