ଭୁବନେଶ୍ୱର:ପୁଣି ରାଜଧାନୀର ଡମଣା ଛକରେ କାର୍ ଦୁର୍ଘଟଣା ଘଟିଛି। ଏଠାରେ ସ୍କୁଟିକୁ ବାଡ଼େଇ ଡିଭାଇଡରରେ ପିଟିହେଲା କାର୍ । ଉଭୟ ସ୍କୁଟି ଓ କାର୍ ଚାଳକ ଆହତ ହୋଇଥିବା ଜଣାଯାଇଛି। ଉଭୟଙ୍କୁ ଉଦ୍ଧାର କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ । ତିନି ଦିନ ମଧ୍ୟରେ ଡମଣା ଛକରେ ଦୁଇ ଦୁଇଟି ବଡ଼ ଦୁର୍ଘଟଣା ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ନେଇ ଅସନ୍ତୋଷ ଦେଖାଦେଇଛି। ସମସ୍ତଙ୍କୁ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି ।
ଖବର ପାଇ ଘଟଣାସ୍ଥଳରେ ଆସି ପହଞ୍ଚି ଥିଲେ ଚନ୍ଦ୍ରଶେଖରପୁର ଥାନା ପୁଲିସ। ପୁଲିସ ଘଟଣାର ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)