ବେଦବ୍ୟାସ: ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଗୋପପାଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା​ରେ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାନୁଯାୟୀ, ଗତକାଲି ଦିନ ପ୍ରାୟ ୨ଟା ୩୦ ସମୟରେ ଗୋପପାଲି ଛକରେ ଠିଆ ହୋଇଥିବା ଏକ ଟ୍ରେଲରକୁ ଏକ ଟାଟା ମ୍ୟାଜିକ୍(ଓଡି-୧୪ଏକ୍ସ-୨୨୭୩) ଦ୍ରୁତଗତିରେ ଆସି ପଛରୁ ପିଟିଥିଲା।
ଗତକାଲି ଦିନ ପ୍ରାୟ ୨ଟା ୩୦ ସମୟରେ ଗୋପପାଲି ଛକରେ ଠିଆ ହୋଇଥିବା ଏକ ଟ୍ରେଲରକୁ ଏକ ଟାଟା ମ୍ୟାଜିକ୍(ଓଡି-୧୪ଏକ୍ସ-୨୨୭୩) ଦ୍ରୁତଗତିରେ ଆସି ପଛରୁ ପିଟିଥିଲା। ବ୍ରାହ୍ମଣୀତରଙ୍ଗ ପୁଲିସ ଘଟଣାସ୍ଥ​ଳରେ ପହଞ୍ଚି ଦୁର୍ଘଟଣାରେ ଆହତ ୩ ଜଣଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲା। ସେଠାରେ ଡାକ୍ତର ଟାଟା ମ୍ୟାଜିକ୍ ଚାଳକ ସୁରଜ ଯାଦବ(୫୫)ଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି। ମୃତ ସୁରଜଙ୍କ ଘର ବୀରମିତ୍ରପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି।
ବ୍ରାହ୍ମଣୀତରଙ୍ଗ ପୁଲିସ ଘଟଣାସ୍ଥ​ଳରେ ପହଞ୍ଚି ଦୁର୍ଘଟଣାରେ ଆହତ ୩ ଜଣଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲା। ସେଠାରେ ଡାକ୍ତର ଟାଟା ମ୍ୟାଜିକ୍ ଚାଳକ ସୁରଜ ଯାଦବ(୫୫)ଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି। ମୃତ ସୁରଜଙ୍କ ଘର ବୀରମିତ୍ରପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/12/01/HC70dWIAuWXyShtQklq6.jpg)