ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ଅଧୀନସ୍ଥ ଜାଗାରେ ଏହି ପାଠାଗାର ରହିଛି l ଆରଏସପିକୁ ପାଠାଗାର ପରିଚାଳନା କରୁଥିବା ସଂସ୍ଥା ମାସିକ ଭଡ଼ା ଦେଉ ନଥିଲା l ଭଡ଼ା ବାବଦରେ ପ୍ରାୟ ଏକ କୋଟି ଟଙ୍କା ବାକି ରହିଛି l ଆରଏସପି ଏହା ବିରୋଧରେ ହାଇ କୋର୍ଟରେ ଆଶ୍ରୟ ନେଇଥିଲା l ଗତକାଲି କୋର୍ଟ ଆରଏସପି ପକ୍ଷରେ ରାୟ ଦେଇଥିଲେ l
ରାଉରକେଲା ଇସ୍ପାତ କାରଖାନା ଅଧୀନସ୍ଥ ଜାଗାରେ ଏହି ପାଠାଗାର ରହିଛି l ଆରଏସପିକୁ ପାଠାଗାର ପରିଚାଳନା କରୁଥିବା ସଂସ୍ଥା ମାସିକ ଭଡ଼ା ଦେଉ ନଥିଲା l ଭଡ଼ା ବାବଦରେ ପ୍ରାୟ ଏକ କୋଟି ଟଙ୍କା ବାକି ରହିଛି l ଆରଏସପି ଏହା ବିରୋଧରେ ହାଇ କୋର୍ଟରେ ଆଶ୍ରୟ ନେଇଥିଲା l ଗତକାଲି କୋର୍ଟ ଆରଏସପି ପକ୍ଷରେ ରାୟ ଦେଇଥିଲେ l ଆଜି ଆରଏସପି ସହର ସେବା ବିଭାଗ ଅଧିକାରୀ ପହଞ୍ଚି କୋର୍ଟଙ୍କ ଆଦେଶ ଅନୁଯାୟୀ ପାଠାଗାରକୁ ସିଲ୍ କରିଛନ୍ତିl
ଆଜି ଆରଏସପି ସହର ସେବା ବିଭାଗ ଅଧିକାରୀ ପହଞ୍ଚି କୋର୍ଟଙ୍କ ଆଦେଶ ଅନୁଯାୟୀ ପାଠାଗାରକୁ ସିଲ୍ କରିଛନ୍ତି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/12/untitled-2025-09-12-11-30-44.png)