ଭଦ୍ରକ: ଆଗରପଡ଼ାକୁ ଏନଏସି ଦାବିରେ ବିଜୁ ଜନତା ଦଳ ପକ୍ଷରୁ ଆଗରପଡ଼ାରେ ସକାଳ ୬ରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଥିଲା। ଆଜି ଏହାର ପ୍ରଭାବରେ ଦୋକାନ ବଜାର, ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି। ସରକାର ଆଗରପଡ଼ାବାସୀଙ୍କ ଦାବି ପୁରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

Advertisment

ଆଜି ଆଗରପଡ଼ାରେ ଦୋକାନ ବଜାର, ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି। ସରକାର ଆଗରପଡ଼ାବାସୀଙ୍କ ଦାବି ପୁରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ବିଧାନସଭାରେ ଏହି ପ୍ରସଙ୍ଗ ଉପରେ ଦାବି ଉପସ୍ଥାପନ କରାଯିବା ସହ ରାଜଧାନୀରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି। ଆଗରପଡ଼ା ପ୍ରତି ସରକାରଙ୍କର ଏଭଳି ବୈମାତୃକ ମନୋଭାବକୁ ବରଦସ୍ତ କରାଯିବ ନାହିଁ ବୋଲି ଆଗରପଡ଼ାର ବରିଷ୍ଠ ନାଗରିକମାନେ ମତ ଦେଇଛନ୍ତି।

ବିଧାନସଭାରେ ଏହି ପ୍ରସଙ୍ଗ ଉପରେ ଦାବି ଉପସ୍ଥାପନ କରାଯିବା ସହ ରାଜଧାନୀରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି। ଆଗରପଡ଼ା ପ୍ରତି ସରକାରଙ୍କର ଏଭଳି ବୈମାତୃକ ମନୋଭାବକୁ ବରଦସ୍ତ କରାଯିବ ନାହିଁ ବୋଲି ଆଗରପଡ଼ାର ବରିଷ୍ଠ ନାଗରିକମାନେ ମତ ଦେଇଛନ୍ତି।