ଭୁବନେଶ୍ୱର: ଭୁବନେଶ୍ୱର ଗାଡକଣ ଆମ ବସ ଡିପୋରେ ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିଛି। କାର୍ଯ୍ୟରତ ଜଣେ ଡ୍ରାଇଭରଙ୍କୁ ସସପେଣ୍ଡ କରିବା ପରେ ବଢିଛି ଅସନ୍ତୋଷ। ସସପେଣ୍ଡ ପ୍ରତ୍ୟାହାର ନକରିବା ଯାଏ ଗାଡି ନଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି ଆମ ବସ ଡ୍ରାଇଭର।

Advertisment

ଭୁବନେଶ୍ୱର ଗାଡକଣ ଆମ ବସ ଡିପୋରେ ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିଛି। କାର୍ଯ୍ୟରତ ଜଣେ ଡ୍ରାଇଭରଙ୍କୁ ସସପେଣ୍ଡ କରିବା ପରେ ବଢିଛି ଅସନ୍ତୋଷ। ସସପେଣ୍ଡ ପ୍ରତ୍ୟାହାର ନକରିବା ଯାଏ ଗାଡି ନଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି ଆମ ବସ ଡ୍ରାଇଭର। ଅନ୍ୟପଟେ ବସ ଚଳାଇବା ପାଇଁ ଠିକା ସଂସ୍ଥା ବାହାରୁ ୨୦ ଜଣ ଡ୍ରାଇଭରଙ୍କୁ ଆଣିଛି। କିନ୍ତୁ କୌଣସି ବସକୁ ଡିପୋରୁ ବାହାରକୁ ଛାଡୁନାହାନ୍ତି ଡ୍ରାଇଭର।

ଅନ୍ୟପଟେ ବସ ଚଳାଇବା ପାଇଁ ଠିକା ସଂସ୍ଥା ବାହାରୁ ୨୦ ଜଣ ଡ୍ରାଇଭରଙ୍କୁ ଆଣିଛି। କିନ୍ତୁ କୌଣସି ବସକୁ ଡିପୋରୁ ବାହାରକୁ ଛାଡୁନାହାନ୍ତି ଡ୍ରାଇଭର। ଏହାଫଳରେ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।