ସୁନ୍ଦରଗଡ଼: ରାଜରାସ୍ତାରେ ନିଖିଳ ଓଡ଼ିଶା ଅନୁଦାନପ୍ରାପ୍ତ ବେସରକାରୀ ଅଧ୍ୟାପକ। ସମାନ କାମକୁ ସମାନ ଦରମା ସହିତ ଅଧ୍ୟାପକମାନଙ୍କ ପେନସନ ପ୍ରଦାନ , ଏବଂ ଚାକିରି କାଳ ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା ପାଇଁ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ଏହି ଅନୁଦାନପ୍ରାପ୍ତ ବେସରକାରୀ କଲେଜର ଅଧ୍ୟାପକମାନେ। ଦୀର୍ଘ ଦିନ ଧରି ଏମାନେ ଏହି ଦାବୀ କରିଆସୁଥିଲେ ମଧ୍ୟ ସରକାର ଏମାନଙ୍କ କୌଣସି ଦାବୀକୁ ପୂରଣ କରୁନଥିବା ସେମାନେ କହିଛନ୍ତି।
ସମାନ କାମକୁ ସମାନ ଦରମା ସହିତ ଅଧ୍ୟାପକମାନଙ୍କ ପେନସନ ପ୍ରଦାନ , ଏବଂ ଚାକିରି କାଳ ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା ପାଇଁ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ଏହି ଅନୁଦାନପ୍ରାପ୍ତ ବେସରକାରୀ କଲେଜର ଅଧ୍ୟାପକମାନେ। ଦୀର୍ଘ ଦିନ ଧରି ଏମାନେ ଏହି ଦାବୀ କରିଆସୁଥିଲେ ମଧ୍ୟ ସରକାର ଏମାନଙ୍କ କୌଣସି ଦାବୀକୁ ପୂରଣ କରୁନଥିବା ସେମାନେ କହିଛନ୍ତି। ଆଜି ଏନେଇ ସେମାନେ ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଦାବୀପତ୍ର ଜିଲ୍ଲପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି ଏବଂ ସରକାର ଯଦି ଏସବୁ ଦାବୀକୁ ଅଗଷ୍ଟ ୧୬ ମଧ୍ୟରେ ପୂରଣ ନ କରନ୍ତି ତାହା ହେଲେ ଅଗଷ୍ଟ ୧୬ ରୁ ଗ୍ରାମାଞ୍ଚଳରେ ଥିବା ଅନୁଦାନପ୍ରାପ୍ତ ବେସରକାରୀ କଲେଜଗୁଡ଼ିକରେ ତାଲା ମାରି ସେମାନେ ଲୋୟର ପିଏମଜିରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଆଜି ଏନେଇ ସେମାନେ ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଦାବୀପତ୍ର ଜିଲ୍ଲପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି ଏବଂ ସରକାର ଯଦି ଏସବୁ ଦାବୀକୁ ଅଗଷ୍ଟ ୧୬ ମଧ୍ୟରେ ପୂରଣ ନ କରନ୍ତି ତାହା ହେଲେ ଅଗଷ୍ଟ ୧୬ ରୁ ଗ୍ରାମାଞ୍ଚଳରେ ଥିବା ଅନୁଦାନପ୍ରାପ୍ତ ବେସରକାରୀ କଲେଜଗୁଡ଼ିକରେ ତାଲା ମାରି ସେମାନେ ଲୋୟର ପିଏମଜିରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/08/06/untitled-2025-08-06-14-48-12.png)