ଭୋଗରାଇ: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ ତରାସିଆ ଵିଲ ମଝିରେ ଦୀର୍ଘ ଦିନ ଧରି ବେଆଇନ ମଦ କାରବାର ଚାଲି ଆସୁଥିଲା। ଆଜି ସକାଳେ ହଠାତ୍ ଗାଁର ଶତାଧିକ ମହିଳା ପହଞ୍ଚି ମଦ ବିକ୍ରି ବନ୍ଦ କରିବା ପାଇଁ ବ୍ୟବସାୟୀଙ୍କ ସହ ମୁଁହାମୁହିଁ ହୋଇଥିଲେ।
ଭୋଗରାଇ ବ୍ଳକ ତରାସିଆ ଵିଲ ମଝିରେ ଦୀର୍ଘ ଦିନ ଧରି ବେଆଇନ ମଦ କାରବାର ଚାଲି ଆସୁଥିଲା। ଆଜି ସକାଳେ ହଠାତ୍ ଗାଁର ଶତାଧିକ ମହିଳା ପହଞ୍ଚି ମଦ ବିକ୍ରି ବନ୍ଦ କରିବା ପାଇଁ ବ୍ୟବସାୟୀଙ୍କ ସହ ମୁଁହାମୁହିଁ ହୋଇଥିଲେ। ଆଗାମୀ ଦିନରେ ଏହି ବେଆଇନ କାରବାର ବନ୍ଦ ନ ହେଲେ କଠୋର ପଦକ୍ଷେପ ନିଆଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।
ଆଗାମୀ ଦିନରେ ଏହି ବେଆଇନ କାରବାର ବନ୍ଦ ନ ହେଲେ କଠୋର ପଦକ୍ଷେପ ନିଆଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/post_attachments/wp-content/uploads/2022/06/bhogarai.jpg)