ନୂଆଦିଲ୍ଲୀ: ଆମେରିକୀୟ ବିଦେଶ ମନ୍ତ୍ରୀ ମାଇକ ପୋମ୍ପିଓ ବୁଧବାର ରାତି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେ ଭାରତ ସହିତ ଗୁରୁବାର ଦ୍ୱିପାକ୍ଷୀକ ଆଲୋଚନା କରିବେ। ଏହା ପୂର୍ବରୁ ମାଇକ୍ କହିଛନ୍ତି, ଭାରତ ଓ ଆମେରିକା ମଧ୍ୟରେ ପ୍ରଥମେ ୨+୨ ଆଲୋଚନା ହେବ। ପୋମ୍ପିଓ କହିଛନ୍ତି, ୨ ଦେଶ ମଧ୍ୟରେ ବୈଠକ ରୁଷିଆର ମିସାଇଲ ଡିଫେନ୍ସ ସିଷ୍ଟମ ଓ ଇରାନ ଠାରୁ ତେଲ କିଣିବା ମାମଲାରେ ଆଲୋଚନା ହେବ।
#WATCH: United States Secretary of State, Mike Pompeo, arrives in India for 2+2 dialogue; received by External Affairs Minister Sushma Swaraj in Delhi pic.twitter.com/OQMGR2W4cT
— ANI (@ANI) September 5, 2018
ପୋମ୍ପିଓ ଓ ଆମେରିକୀୟ ପ୍ରତିରକ୍ଷା ମନ୍ତ୍ରୀ ଜିମ ମୋଟିସ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପ୍ରତରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ଗୁରୁବାର ହେବାକୁ ଥିବା ବୈଠକରେ ଭାଗ ନେବେ। ସୁଷମା ସ୍ୱରାଜ ବୁଧବାର ପୋମ୍ପିଓଙ୍କ ସ୍ୱାଗତ ପାଇଁ ବିମାନ ବନ୍ଦର ପହଞ୍ଚି ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/inus_1536162514_618x347.jpeg)