ପାରାଦୀପ: ପାରାଦୀପଗଡ଼ ଅଞ୍ଚଳରେ ଆମୋନିଆ ଗ୍ୟାସ ଲିକ୍ ହୋଇ ୪ ଜଣ ଅସୁସ୍ଥ ହୋଇଛନ୍ତି। ଗଡ଼ ଇଣ୍ଡଷ୍ଟ୍ରିଆଲ ଏରିଆରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପାରାଦୀପ ଆଇସ୍ ଫ୍ୟାକ୍ଟ୍ରି ରୁ ଲିକେଜ୍ ହୋଇଛି ଆମୋନିଆ। ସ୍ଥାନୀୟ ଅଞ୍ଚଳରେ ଆମୋନିଆ ଗ୍ୟାସର ପ୍ରଭାବ ପରିଲକ୍ଷିତ ହେଉଛି।
ପାରାଦୀପଗଡ଼ ଅଞ୍ଚଳରେ ଆମୋନିଆ ଗ୍ୟାସ ଲିକ୍ ହୋଇ ୪ ଜଣ ଅସୁସ୍ଥ ହୋଇଛନ୍ତି। ଗଡ଼ ଇଣ୍ଡଷ୍ଟ୍ରିଆଲ ଏରିଆରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପାରାଦୀପ ଆଇସ୍ ଫ୍ୟାକ୍ଟ୍ରି ରୁ ଲିକେଜ୍ ହୋଇଛି ଆମୋନିଆ। ସ୍ଥାନୀୟ ଅଞ୍ଚଳରେ ଆମୋନିଆ ଗ୍ୟାସର ପ୍ରଭାବ ପରିଲକ୍ଷିତ ହେଉଛି। ଆଖି ଓ ନାକ ପୋଡୁଥିବାର ସୂଚନା ରହିଛି। କମ୍ପାନୀର ହୋସ ପାଇପ ଫାଟିବା ଫଳରେ ଆମୋନିଆ ଗ୍ୟାସ୍ ବ୍ୟାପିଥିବା ଜଣାଯାଇଛି।
ଆଖି ଓ ନାକ ପୋଡୁଥିବାର ସୂଚନା ରହିଛି। କମ୍ପାନୀର ହୋସ ପାଇପ ଫାଟିବା ଫଳରେ ଆମୋନିଆ ଗ୍ୟାସ୍ ବ୍ୟାପିଥିବା ଜଣାଯାଇଛି।
paradip
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/04/8jb0JD7uIWQKR3e7f84H.jpg)