ଆଗଲପୁର ବ୍ଲକ ଅଙ୍ଗ ମୁଖ୍ୟ କେନାଲରେ ୨୦ ଫୁଟର ଘାଇ
ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅଙ୍ଗ ମୁଖ୍ୟ କେନାଲରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି | ଫଳରେ ଚାଷୀ ପାଣି ପାଇବାରୁ ବଞ୍ଚିତ ହେବା ସହ ସେଠାକାର ଚାଷୀଙ୍କ ଜମି ଜଳମଗ୍ନ ହୋଇ ରୁଆ ଧାନ ନଷ୍ଟ ହୋଇଛି |
/sambad/media/media_files/2025/08/04/untitled-2025-08-04-10-08-33.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)