ମହାନଦୀ ପ୍ରସଙ୍ଗରେ ବିଧାନସଭାରେ ହଟ୍ଟଗୋଳ,ଗୃହ ଅପରାହ୍ଣ ୩ଟା ଯାଏ ମୁଲତବୀ

ଭୁବନେଶ୍ୱର: ଆଜି ବିଧାନସଭା ଅଧିବେଶନ ଆରମ୍ଭରୁ ବିଜେଡି ସଭ୍ୟମାନେ ମହାନଦୀ ପ୍ରସଙ୍ଗରେ ହୋ ହଲ୍ଲା କରିଛନ୍ତି। ମହାନଦୀ ପ୍ରସଙ୍ଗରେ ଟ୍ରିବୁନାଲ ଗଠନ ପାଇଁ କେନ୍ଦ୍ର ସରକାର ମନା କରିଦେବା ପରେ ବିଜେଡି ପକ୍ଷରୁ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ନାରାବାଜି କରାଯାଇଛିି। ପରିସ୍ଥିତି ଅଣାୟତ ହେବାରୁ ଅପରାହ୍ଣ ୩ଟା ଯାଏ ବାଚସ୍ପତି ବିଧାନସଭାକୁ ମୁଲତବୀ ରଖିଛନ୍ତି।

ସମ୍ବନ୍ଧିତ ଖବର