ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଲୁଟେରାଙ୍କ ରାଜ | ବିଳମ୍ବିତ ରାତିରେ ଦୁଇ ଏଟିଏମକୁ ଲୁଟେରା ତାଡ଼ିନେଇଛନ୍ତି | ମିଳିଥିବା ସୂଚନା ମୁତାବକ ବୌଦ୍ଧ ଜିଲ୍ଲାର ବୀରନରସିଂହପୁର ଓ ବଢିଗାଁ ଅଂଚଳରେ ଏସବିଆଇର ଦୁଇଟି ଏଟିଏମରେ ଲୁଟ ହୋଇଛି | ଏପର୍ଯ୍ୟନ୍ତ କେତେ ଟଙ୍କା ଲୁଟ ହୋଇଥିବାର ଜଣାପଡିନାହିଁ | ବର୍ତ୍ତମାନ ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ଚଳାଇଛନ୍ତି |
ବିଳମ୍ବିତ ରାତିରେ ଦୁଇ ଏଟିଏମ ତାଡ଼ିନେଲେ ଲୁଟେରା
ବୌଦ୍ଧ ଜିଲ୍ଲାରେ ଲୁଟେରାଙ୍କ ରାଜ | ବିଳମ୍ବିତ ରାତିରେ ଦୁଇ ଏଟିଏମକୁ ଲୁଟେରା ତାଡ଼ିନେଇଛନ୍ତି | ମିଳିଥିବା ସୂଚନା ମୁତାବକ ବୌଦ୍ଧ ଜିଲ୍ଲାର ବୀରନରସିଂହପୁର ଓ ବଢିଗାଁ ଅଂଚଳରେ ଏସବିଆଇର ଦୁଇଟି ଏଟିଏମରେ ଲୁଟ ହୋଇଛି |
/sambad/media/media_files/2025/01/15/g0MYVWzZC28joSVR4fku.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)