କଟକ: କଟକ ବିଡ଼ାନାସୀ ନୂଆ ସାହି ଅଞ୍ଚଳରେ ସ୍ବାମୀ ଓ ସ୍ତ୍ରୀଙ୍କୁ ଆକ୍ରମଣ କଲା ଯୁବକ। ଆହତ ସ୍ବାମୀ ସ୍ତ୍ରୀ ହେଲେ ସ୍ବାମୀ ଶୁକଦେବ ଦଳେଇ ଓ ସ୍ତ୍ରୀ ସୁଜାତା ଭଟ୍ଟ।ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାମାନ୍ୟ ବଚସାରୁ ପ୍ରଥମେ ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ଛୁରୀରେ ଆକ୍ରମଣ ଓ ପରେ ପ୍ରତିବାଦ କରିବାରୁ ସ୍ତ୍ରୀକୁ ଆକ୍ରମଣ କଲା କେନ୍ଦ୍ରାପଡ଼ାଜିଲ୍ଲା ଗଗୁଆ ଅଞ୍ଚଳର ଗୋବିନ୍ଦ ମାଲିକ।
କଟକ ବିଡ଼ାନାସୀ ନୂଆ ସାହି ଅଞ୍ଚଳରେ ସ୍ବାମୀ ଓ ସ୍ତ୍ରୀଙ୍କୁ ଆକ୍ରମଣ କଲା ଯୁବକ। ଆହତ ସ୍ବାମୀ ସ୍ତ୍ରୀ ହେଲେ ସ୍ବାମୀ ଶୁକଦେବ ଦଳେଇ ଓ ସ୍ତ୍ରୀ ସୁଜାତା ଭଟ୍ଟ।ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାମାନ୍ୟ ବଚସାରୁ ପ୍ରଥମେ ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ଛୁରୀରେ ଆକ୍ରମଣ ଓ ପରେ ପ୍ରତିବାଦ କରିବାରୁ ସ୍ତ୍ରୀକୁ ଆକ୍ରମଣ କଲା କେନ୍ଦ୍ରାପଡ଼ା ଜିଲ୍ଲା ଗଗୁଆ ଅଞ୍ଚଳର ଗୋବିନ୍ଦ ମାଲିକ। ଆକ୍ରମଣରେ ଗୁରୁତର ହୋଇଥିବା ଦୁଇଜଣଙ୍କୁ ଏସ ସି ବି ମେଡିକାଲକୁ ପଠାଇଛି ପୁଲିସ୍ ।
କଟକ ବିଡ଼ାନାସୀ ନୂଆ ସାହି ଅଞ୍ଚଳରେ ସ୍ବାମୀ ଓ ସ୍ତ୍ରୀଙ୍କୁ ଆକ୍ରମଣ କଲା ଯୁବକ। ଆହତ ସ୍ବାମୀ ସ୍ତ୍ରୀ ହେଲେ ସ୍ବାମୀ ଶୁକଦେବ ଦଳେଇ ଓ ସ୍ତ୍ରୀ ସୁଜାତା ଭଟ୍ଟ।ଶୁକଦେବ ଦଳେଇଙ୍କ ଘର ବଡ଼ମ୍ବା ଅଞ୍ଚଳରେ ବୋଲି ସୁଚନା ମିଳିଛି।