ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣାରେ ପୁଲିସ ଉପରକୁ ଆକ୍ରମଣ ହୋଇଥିବାର ଖବର ମିଳିଛି। ଏଥିରେ ପିପିଲି ଓ ବଡ଼ଚଣା ଥାନାର ୭ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଏମାନେ ଡେଲାଙ୍ଗରୁ ଅପହୃତ ନାବାଳିକାକୁ ଉଦ୍ଧାର ପାଇଁ ସେଠାକୁ ଯାଇଥିଲେ।
ଏଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ସ୍ପେଶାଲ ଟିମ୍ ଚଢ଼ଉ କରୁଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/OXqGvOn8YFcG5HhlBqoo.jpg)