ବାରିପଦା: ମୟୂରଭଞ୍ଜଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ କୁରାଡ଼ିହା ସ୍କୁଲ ଛକ ନିକଟସ୍ଥ ବିଷ୍ଣୁନନ୍ଦ ବେହେରାଙ୍କ ଘରେ ମୁହଁରେ ମାସ୍କ ଲଗାଇଥିବା ୪/୫ ଜଣ ସଶସ୍ତ୍ର ଡକାୟତ ବିଳମ୍ବିତ ରାତିରେ ପଶିଥିଲେ। ଆଲମିରା ଚାବି ନ ଦେବାରୁ ଭୁଜାଲିରେ ଆକ୍ରମଣ କରିଥିଲେ। ଏଥିରେ ଘର ମାଲିକଙ୍କ ପତ୍ନୀଙ୍କ ହାତ କଟିବା ସହ ୨/୩ ଟି ଆଙ୍ଗୁଳି କ୍ଷତାକ୍ତ ହୋଇଛି। ସେ ଆଜି ବାରିପଦା ମୁଖ୍ୟ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେଉଥିବା ଜଣାଯାଇଛି।
ଘରେ ପଶି ସଶସ୍ତ୍ର ଡକାୟତି ଉଦ୍ୟମ, ଭୁଜାଲିରେ ମହିଳାଙ୍କୁ ଆକ୍ରମଣ
ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ କୁରାଡ଼ିହା ସ୍କୁଲ ଛକ ନିକଟସ୍ଥ ବିଷ୍ଣୁନନ୍ଦ ବେହେରାଙ୍କ ଘରେ ମୁହଁରେ ମାସ୍କ ଲଗାଇଥିବା ୪/୫ ଜଣ ସଶସ୍ତ୍ର ଡକାୟତ ବିଳମ୍ବିତ ରାତିରେ ପଶିଥିଲେ। ଆଲମିରା ଚାବି ନ ଦେବାରୁ ଭୁଜାଲିରେ ଆକ୍ରମଣ କରିଥିଲେ।
/sambad/media/post_attachments/wp-content/uploads/2019/12/BARIPADA-MEDICAL-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)