ବାରିପଦା: ବାରିପଦା ଟାଉନ୍ ଥାନା ପକ୍ଷରୁ ଅବକାରୀ ଚଢଉ କରାଯାଇଛି। ଏହି ଚଢଉ ସମୟରେ ପୁଲିସ ୩୪.୫ ଲିଟର ଆଇଏମଏଫଏଲ୍ ଜବତ କରିଛି।ଏହି ସଂପର୍କରେ ବାରିପଦା ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି ଏବଂ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଜଣାଯାଇଛି।
ବାରିପଦା ଟାଉନ୍ ଥାନା ପକ୍ଷରୁ ଅବକାରୀ ଚଢଉ: ଜଣେ ଗିରଫ
ବାରିପଦା ଟାଉନ୍ ଥାନା ପକ୍ଷରୁ ଅବକାରୀ ଚଢଉ କରାଯାଇଛି। ଏହି ଚଢଉ ସମୟରେ ପୁଲିସ ୩୪.୫ ଲିଟର ଆଇଏମଏଫଏଲ୍ ଜବତ କରିଛି। ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି।
/sambad/media/media_files/v4j5uFnVqnT9goRLdW3P.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)