ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ମାଟି ଅତଡ଼ା ସହ ଧସିଛି ବଡ଼ ପଥର। ଜିଲ୍ଲାଦେଇ ଯାଇଥିବା ଏନ୍ଏଚ୍-୪୯ କଡ଼ ପାହାଡ଼ରୁ ଧସିଲା ପ୍ରାୟ ୨୦ ଫୁଟ୍ର ମାଟି ଅତଡ଼ା ସହ ପଥର। ଧସିଥିବା ପଥର ବାହାର କରାଯିବା ପରେ ଯାତାୟତ ସ୍ୱାଭାବିକ ରହିଛି।
ବାଙ୍ଗିରିପୋଷି ଘାଟିରେ ମାଟି ଅତଡ଼ା ସହ ଧସିଲା ବଡ଼ ପଥର
ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ମାଟି ଅତଡ଼ା ସହ ଧସିଛି ବଡ଼ ପଥର। ଜିଲ୍ଲାଦେଇ ଯାଇଥିବା ଏନ୍ଏଚ୍-୪୯ କଡ଼ ପାହାଡ଼ରୁ ଧସିଲା ପ୍ରାୟ ୨୦ ଫୁଟ୍ର ମାଟି ଅତଡ଼ା ସହ ପଥର।
/sambad/media/media_files/E9LKaAD4ZMurvOGI7UIb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)