ବିଜେଡିକୁ ମିଳିଲା ଆଉ ୧୨ ବିଧାନସଭା ଆସନ, କଂଗ୍ରେସକୁ ୨ଟି

ଭୁବନେଶ୍ୱର: ନିମ୍ନୋକ୍ତ ପ୍ରାର୍ଥୀମାନେ ଚଳିତ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି। ସେମାନଙ୍କର ଆସନ ଓ ଦଳର ନାମ ହେଲା-

ଜଗତସିଂହପୁର: ପ୍ରଶାନ୍ତ ମୁୁଦୁଲି(ବିଜେଡି)

ବାରବାଟି କଟକ: ମହମ୍ମଦ ମୋକିମ୍‌(କଂଗ୍ରେସ)

ଭୁବନେଶ୍ୱର ମଧ୍ୟ: ଅନନ୍ତ ନାରାୟଣ ଜେନା(ବିଜେଡି)

ଆନନ୍ଦପୁର: ଭାଗିରଥୀ ସେଠୀ (ବିଜେଡି)

ପାରାଦୀପ: ସମ୍ବିତ ରାଉତରା(ବିଜେଡି)

ବରଗଡ଼: ଦେବେଶ ଆଚାର୍ଯ୍ୟ(ବିଜେଡି)

କେନ୍ଦୁଝର: ମୋହନ ମାଝୀ(ବିଜେପି)

କାକଟପୁର: ତୁଷାର ରଞ୍ଜନ ବେହେରା(ବିଜେଡି)

ଜଟଣି: ସୁରେଶ ରାଉତରାୟ(କଂଗ୍ରେସ)

ବିଞ୍ଜାରପୁର: ପ୍ରମିଳା ମଲ୍ଲିକ(ବିଜେଡି)

କୋରେଇ: ଅଶୋକ ବଳ(ବିଜେଡି)

ଖଲିକୋଟ: ସୂର୍ଯ୍ୟମଣି ବୈଦ୍ୟ(ବିଜେଡି)

ପଟାଙ୍ଗୀ: ପ୍ରିତମ ପାଢ଼ୀ(ବିଜେଡି)

କୋରାପୁଟ: ରଘୁରାମ ପଡାଲ(ବିଜେଡି)

ବ୍ରହ୍ମପୁର: ବିକ୍ରମ ପଣ୍ଡା(ବିଜେଡି)

ସମ୍ବନ୍ଧିତ ଖବର