ଭୁବନେଶ୍ୱର : ବିଜୁ ଜନତା ଦଳ ପକ୍ଷରୁ ଆଜି ଆଉ ୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ବୀରମିତ୍ରପୁର ଆସନ ପାଇଁ ମକଲୁ ଏକ୍କା ଓ ଫୁଲବାଣୀ ପାଇଁ ଅଂଗଦ କହଁରଙ୍କ ନାଁ ଘୋଷଣା କରାଯାଇଛି । ଏହି ଦୁଇଟି ସ୍ଥାନରେ ଦଳ ପ୍ରାର୍ଥୀ ବଦଳାଇଛି ।
ବୀରମିତ୍ରପୁର ଓ ଫୁଲବାଣୀ ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା
/sambad/media/post_attachments/wp-content/uploads/2019/03/Naveen-Patnaik-777x437.jpg)