ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ସୋମବାର ୯ଟି ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ବିଜେଡି ପକ୍ଷରୁ ଆହୁରି ୧୦ଟି ବିଧାନସଭା ଆସନ ଓ ୨ଟି ଲୋକସଭା (ଢେଙ୍କାନାଳ ଓ କେନ୍ଦୁଝର) ଆସନ ପାଇଁ ପ୍ରାର୍ଥୀ ଘୋଷଣା ବାକି ଥିବା ଜଣାପଡ଼ିଛି। ନିମ୍ନରେ ସଂପୂର୍ଣ୍ଣ ପ୍ରାର୍ଥୀ ତାଲିକା।
କିଏ କେଉଁଠୁ ଟିକେଟ ପାଇଲେ
୧) ବସ୍ତା: ନିତ୍ୟାନନ୍ଦ ସାହୁ
୨) ମୋରଡା: ରାଜକିଶୋର ଦାସ
୩) ଚିଲିକା: ପ୍ରଶାନ୍ତ ଜଗଦେବ
୪) ଜୟଦେବ: ଅରବିନ୍ଦ ଢାଳି
୫) ଦେବଗଡ଼: ଆର.ଆର. ବିଶ୍ୱାଳ
୬) ଖୋର୍ଦ୍ଧା: ଜିତୁ ମିଶ୍ର
୭) ରାଇରଙ୍ଗପୁର: ବାସନ୍ତୀ ମାରାଣ୍ଡି
୮) ବରୀ: ସୁନନ୍ଦା ଦାସ
୯) ବେଗୁନିଆ: ରାଜେନ୍ଦ୍ର କୁମାର ସାହୁ
କଟକ ଲୋକସଭା ଆସନ: ଭତ୍ତୃହରି ମହତାବ