ନୂଆଦିଲ୍ଲୀ : ବିଜେପି ପକ୍ଷରୁ ଆଗାମୀ ଲୋକସଭା ପାଇଁ ପ୍ରଥମ ଦଫା ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । କେନ୍ଦ୍ରମନ୍ତ୍ରୀ ଜେ.ପି ନଡ୍ଡା ଏହି ତାଲିକା ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦଳ ପକ୍ଷରୁ ମୋଟ ୧୮୪ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତଥର ଭଳି ବାରାଣାସୀରୁ ନିର୍ବାଚନ ଲଢିବେ । ବିଜେପି ଅଧ୍ୟକ୍ଷ ଅମିତ ଶାହା ଗାନ୍ଧୀନଗରରୁ ନିର୍ବାଚନ ଲଢିବେ । ସେହିପରି ସ୍ମୃତି ଇରାନୀ ଆମେଥୀରୁ ନିର୍ବାଚନ ଲଢିବେ । ଗାଜିଆବାଦରୁ ଜେନେରାଲ ଭି.କେ.ସିଂ ଲଢିବେ ।
Sambad is now on WhatsApp
Join and get latest news updates delivered to you via WhatsApp
ସଂପୂର୍ଣ୍ଣ ତାଲିକା ପାଇଁ ଏଠାରେ କ୍ଲିକ କରନ୍ତୁ
1st PRESS RELEASE of Lok Sabha Election 2019 on 21.03.2019