ରାଇରଙ୍ଗପୁର: ଏବେ ଗ୍ରୀଷ୍ମଦିନ ଥିବାରୁ ପ୍ରାୟ ପ୍ରତ୍ୟେକ ହାସ୍ପିଟାଲରେ ରକ୍ତର ଅଭାବ ଦେଖାଦେଇଛି । ଗୋଟିଏ ୟୁନିଟ୍ ରକ୍ତ ପାଇଁ ରୋଗୀ ଏବଂ ତାଙ୍କ ସଂପର୍କୀୟମାନେ ହଇରାଣ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ମୟୂରଭଞ ଲୋକସଭା ସାଂସଦ ନବଚରଣ ମାଝୀ ଓ ବାମନଘାଟୀ ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନ ଯୋଗଦେଇ ଫିତାକାଟି ଉଦଘାଟନ କରିଥିଲେ ।
ଉକ୍ତ ଶିବିରକୁ ମୟୂରଭଞ କେମିଷ୍ଟସ୍ ଓ ଡ୍ରଗିଷ୍ଟସ୍ ଏସୋସିଏସନ୍,ବିକାଶ ମେଡିସିନ୍ ଷ୍ଟୋର୍,ତାରିଣୀ ମେଡିସିନ୍ ଷ୍ଟୋର୍,କ୍ରୀଷ୍ନା ମେଡିସିନ୍ ଷ୍ଟୋର୍,ନେହା ମେଡିସିନ୍ ଷ୍ଟୋର୍,ବନ୍ଦନା ମେଡିସିନ୍ ଷ୍ଟୋର୍,ସୁକାନ୍ତି ମେଡିସିନ୍ ଷ୍ଟୋର୍,ଆରୋଗ୍ୟ କେନ୍ଦ୍ର,ଅଗ୍ରୱାଲା ମେଡିସିନ୍ ଷ୍ଟୋର୍,ମିରା ମେଡିସିନ୍ ଷ୍ଟୋର୍,ସାଇ ମେଡିସିନ୍ ଷ୍ଟୋର୍,ସିଦ୍ଧି ବିନାୟକ ମେଡିସିନ୍ ଷ୍ଟୋର୍,ଜଗନ୍ନାଥ ମେଡିସିନ୍ ଷ୍ଟୋର୍ ଓ ସମ୍ବାଦ ଆମ ଓଡିଶା ସହଯୋଗରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତଭଣ୍ଡାର ଅଧିକାରୀ ଡା. ଓୁଦିବ୍ୟ ଲୋଚନ ସିଂ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ,ଏଲଟି ଦେବବ୍ରତ ଗିରି,ସୁମନ୍ତ ଗିରି,ଚିରଞିବି ମହାନ୍ତି,ରହିତ ବାରିକ,ମହେଶ ମହାନ୍ତ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଶିବିରରୁ ମୋଟ୍ ୫୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।

ଉକ୍ତ ଶିବରରେ ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ଓ ସାଂସଦ ଶ୍ରୀ ମାଝୀ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଉପଜିଲ୍ଲପାଳ ଶ୍ରୀ ପ୍ରଧାନ ନିଜେ ମଧ୍ୟ ରକ୍ତଦାନ କରିଥିଲେ। ଉକ୍ତ ଶିବିରକୁ ବିକାଶ ଚନ୍ଦ୍ର ମହାନ୍ତ, ଗୌରବ ଅଗ୍ରୱାଲା,ମୁକେଶ ଅଗ୍ରୱାଲା,ଦେବ ହୋତା,ଶଶାଙ୍କ କୁମାର,ଆଲୋକ ଦାସ,ଅମଦ୍ ମହାନ୍ତ,ସୁରତ ପଟ୍ଟନାୟକ,ଦୀପକ ପଟ୍ଟାନାୟକ,ନରେଶ ବେହେରାଙ୍କ ସମେତ ବିଭିନ୍ନ ମେଡିକାଲ୍ ଷ୍ଟୋରର ମାଲିକ ଓ କର୍ମଚାରୀମାନେ ପରିଚାଳନା କରିଥିଲେ ।