ଭୁବନେଶ୍ବର: ତମାଣ୍ଡୋ ଥାନା ଅଞ୍ଚଳରେ କମିସନରେଟ ପୁଲିସର ସ୍ପେଶାଲ କ୍ରାଇମ୍ ୟୁନିଟ ପକ୍ଷରୁ ଚଢ଼ାଉ କରାଯାଇଛି। ଘଟଣାସ୍ଥଳରୁ ବନ୍ଧା ହୋଇଛି ବ୍ରାଉନସୁଗାର ବେପାରୀ। ଗିରଫ ଅଭିଯୁକ୍ତର ନାମ ପବିତ୍ର ପୃଷ୍ଟି ବୋଲି ଜଣାଯାଇଛି। ତା ନିକଟରୁ ୧୧ ଗ୍ରାମ ବ୍ରାଉନସୁଗାର ସହ ୮୨ ହଜାର ଟଙ୍କା ଜବତ କରାଯାଇଛି।
ତମାଣ୍ଡୋରୁ ୧୧ ଗ୍ରାମ ବ୍ରାଉନସୁଗାର ସହ ୮୨ ହଜାର ଟଙ୍କା ଜବତ, ଅଭିଯୁକ୍ତ ଗିରଫ
ତମାଣ୍ଡୋ ଥାନା ଅଞ୍ଚଳରେ କମିସନରେଟ ପୁଲିସର ସ୍ପେଶାଲ କ୍ରାଇମ୍ ୟୁନିଟ ପକ୍ଷରୁ ଚଢ଼ାଉ କରାଯାଇଛି। ଘଟଣାସ୍ଥଳରୁ ବନ୍ଧା ହୋଇଛି ବ୍ରାଉନସୁଗାର ବେପାରୀ। ଗିରଫ ଅଭିଯୁକ୍ତର ନାମ ପବିତ୍ର ପୃଷ୍ଟି ବୋଲି ଜଣାଯାଇଛି।
/sambad/media/media_files/2025/09/05/untitled-2025-09-05-15-06-40.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)