ପୁରୀ: ଚନ୍ଦନପୁର ଥାନା ପୁଲିସର ବଡ଼ ସଫଳତା। ତିନିଜଣ ଧଳାଜହର ବେପାରୀଙ୍କୁ ଗିରଫ କରିଛି ଚନ୍ଦନପୁର ଥାନା ପୁଲିସ। ପ୍ରାୟ ୧୫୭ ଗ୍ରାମରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରାଯିବା ସହିତ ୧ ଲକ୍ଷ ୬୩ହଜାର ୫୨୦ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି l ଏମାନଙ୍କ ଠାରୁ ୨ଟି ମୋଟର ସାଇକେଲ ସହ ୩ଟି ମୋବାଇଲ ଫୋନକୁ ମଧ୍ୟ ଜବତ କରାଯାଇଛି l
ଚନ୍ଦନପୁର ଥାନା ପୁଲିସର ବଡ଼ ସଫଳତା। ତିନିଜଣ ଧଳାଜହର ବେପାରୀଙ୍କୁ ଗିରଫ କରିଛି ଚନ୍ଦନପୁର ଥାନା ପୁଲିସ। ପ୍ରାୟ ୧୫୭ ଗ୍ରାମରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରାଯିବା ସହିତ ୧ ଲକ୍ଷ ୬୩ହଜାର ୫୨୦ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି l ଏମାନଙ୍କ ଠାରୁ ୨ଟି ମୋଟର ସାଇକେଲ ସହ ୩ଟି ମୋବାଇଲ ଫୋନକୁ ମଧ୍ୟ ଜବତ କରାଯାଇଛି l ଗିରଫ ଅଭିଯୁକ୍ତ ହେଉଛନ୍ତି ଚନ୍ଦନପୁର ଥାନା ଅଞ୍ଚଳର ପ୍ରଦୀପ କୁମାର ପଣ୍ଡା, ଲିଟୁ ପ୍ରଧାନ ଓ ନିରଞ୍ଜନ ପରିଡା l
ଗିରଫ ଅଭିଯୁକ୍ତ ହେଉଛନ୍ତି ଚନ୍ଦନପୁର ଥାନା ଅଞ୍ଚଳର ପ୍ରଦୀପ କୁମାର ପଣ୍ଡା, ଲିଟୁ ପ୍ରଧାନ ଓ ନିରଞ୍ଜନ ପରିଡା l ସ୍ପେସିଆଲ ସ୍କ୍ୱାଡ଼ ଓ ଚନ୍ଦନପୁର ଥାନା ପୁଲିସ ମିଳିତ ଉଦ୍ୟମରେ ଏହି ଚଢ଼ାଉ କରାଯାଇଥିଲା ବୋଲି ପୁରୀ ଏସ୍ପି ସୂଚନା ଦେଇଛନ୍ତି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/08/30/new-project-13-2025-08-30-11-56-59.jpg)