ବାରଙ୍ଗ: ଆଜି ସକାଳେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ବାଙ୍କୀରୁ ବାରଙ୍ଗ ବାଟ ଦେଇ ଫେରୁଥିବା ବେଳେ ଗୋଡ଼ିସାହି ଫାଣ୍ଡି ଷଣ୍ଢପୁର ଛକ ନିକଟରେ ଦୁର୍ଘଟଣା ହୋଇଥିଲା । ତତ୍କାଳ ପୁଲିସ ଅନ୍ୟ ଏକ ଗାଡ଼ି ଯୋଗେ ମନ୍ତ୍ରୀଙ୍କୁ ପଠାଇଛି।
ବାରଙ୍ଗରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ
ଆଜି ସକାଳେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ବାଙ୍କୀରୁ ବାରଙ୍ଗ ବାଟ ଦେଇ ଫେରୁଥିବା ବେଳେ ଗୋଡ଼ିସାହି ଫାଣ୍ଡି ଷଣ୍ଢପୁର ଛକ ନିକଟରେ ଦୁର୍ଘଟଣା ହୋଇଥିଲା । ତତ୍କାଳ ପୁଲିସ ଅନ୍ୟ ଏକ ଗାଡ଼ି ଯୋଗେ ମନ୍ତ୍ରୀଙ୍କୁ ପଠାଇଛି।
/sambad/media/media_files/2025/06/06/FJ1glWBvLf64aXVaQNJe.jpg)
ଅନୁଗୁଳ କାର୍ଯ୍ୟକ୍ରମ ବାତିଲ ହେବା ପରେ ଅଧାବାଟରୁ ଭୁବନେଶ୍ୱର ଫେରୁଥିଲେ ମନ୍ତ୍ରୀ । ତେବେ ଦୁର୍ଘଟଣାରେ ମନ୍ତ୍ରୀ ସୁରକ୍ଷିତ ଭାବେ ଭୁବନେଶ୍ୱର ଫେରିଥିବା ଜଣାପଡ଼ିଛି ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)