ଜଲନ୍ଧର: ଖ୍ରୀଷ୍ଟଧର୍ମାବଲମ୍ବୀମାନଙ୍କ ଅସନ୍ତୋଷର ଶିକାର ହୋଇଛନ୍ତି ବଲିଉଡ ଅଭିନେତ‌ା ସନ୍ନିଦେଓଲଏବଂରଣଦୀପହୁଡା। ପଞ୍ଜାବରେଖ୍ରୀଷ୍ଟିଆନସମ୍ପ୍ରଦାୟଦ୍ୱାରା କିଛି ଦିନ ତଳେ ପ୍ରେକ୍ଷାଳୟରେମୁକ୍ତିଲାଭକରିଥିବାସନ୍ନିଦେଓଲଏବଂରଣଦୀପହୁଡାଙ୍କଫିଲ୍ମଜାଟ୍’ବିରୋଧରେବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ଏହାପରେଜଲନ୍ଧରରେଏକମାମଲାପଞ୍ଜିକୃତହୋଇଛି।ଅଭିଯୋଗହୋଇଛିଯେଏହିଚଳଚ୍ଚିତ୍ରରେଅଭିନେତାରଣଦୀପହୁଡାଯୀଶୁଖ୍ରୀଷ୍ଟଏବଂଖ୍ରୀଷ୍ଟିଆନଧର୍ମରେବ୍ୟବହୃତପବିତ୍ରଜିନିଷକୁଅସମ୍ମାନକରିଛନ୍ତି।

Advertisment

ବଲିଉଡ ଅଭିନେତା ସନ୍ନି ଦେଓଲ, ରଣଦୀପ ହୁଡା, ବିନୀତ କୁମାର ସିଂହ, ନିର୍ଦ୍ଦେଶକ ଗୋପୀଚାନ୍ଦ ମଲିନେନି, ନିର୍ମାତା ନବୀନ ମଲିନେନି ପ୍ରମୂୁଖଙ୍କ ବିରୋଧରେ ଜଲନ୍ଦର ସଦର ଥାନା‌ରେ ଏକ ମାମଲା ରୁଜୁ ହୋଇଛି। ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଗତ କିଛି ଦିନ ହେବ ବିରୋଧ କରିଆସୁଥିଲେ।

ସୂଚନାନୁସାରେ, ବଲିଉଡଅଭିନେତାସନ୍ନିଦେଓଲ, ରଣଦୀପହୁଡା, ବିନୀତକୁମାର ସିଂହ, ନିର୍ଦ୍ଦେଶକଗୋପୀଚାନ୍ଦ ମଲିନେନି, ନିର୍ମାତାନବୀନମଲିନେନି ପ୍ରମୂୁଖଙ୍କବିରୋଧରେଜଲନ୍ଦରସଦରଥାନା‌ରେଏକମାମଲାରୁଜୁହୋଇଛି।ଖ୍ରୀଷ୍ଟିଆନସମ୍ପ୍ରଦାୟଗତକିଛିଦିନହେବବିରୋଧ କରିଆସୁଥିଲେ।