ଭୁବନେଶ୍ୱର: ଛାଡଖାଇ ପାଇଁ ଆଜି ଆମିଷ ବଜାରରେ ଭିଡ଼ ଦେଖିବାକୁ ମିଳିଛି | ଲୋକଙ୍କ ଭିଡ ସାଙ୍ଗକୁ ଆମିଷ ଦ୍ରବ୍ୟର ଦ୍ୱାରା ମଧ୍ୟ ଉଚ୍ଚା ରହିଛି | ମିଳିଥିବା ସୂଚନା ମୁତାବକ ଆଜି ମଟନ କିଲୋଗ୍ରାମ ପିଛା ୮୦୦ ଟଙ୍କା, ଇଲିସି ୧୮୦୦ ଟଙ୍କା, ନଈ ଚିଙ୍ଗୁଡ଼ି ୪୦୦ ଟଙ୍କା, ଗୋଲଦା ଚିଙ୍ଗୁଡ଼ି ୬୦୦ ଟଙ୍କା, କଙ୍କଡା କିଲୋ ୨୦୦ ରୁ ୧୬୦୦ ଟଙ୍କା ପର୍ଯ୍ୟନ୍ତ ଥିବାବେଳେ ବାଘତା ଚିଙ୍ଗୁଡ଼ି କିଲୋଗ୍ରାମ ପିଛା ୮୦୦ ଟଙ୍କା, ପୋହଳା ୨୫୦ ଟଙ୍କା, ରୋହି ୨୦୦ ଟଙ୍କା, ଭାକୁର ୨୦୦ ଟଙ୍କା, ମିରୀକାଳୀ କିଲୋଗ୍ରାମ ପିଛା ୨୪୦ ଟଙ୍କା, ପାମ୍ପ୍ଲେଟ କିଲୋଗ୍ରାମ ପିଛା ୭୦୦ ଟଙ୍କା ରହିଛି |
ଛାଡଖାଇ ପାଇଁ ଆମିଷ ବଜାରରେ ଭିଡ଼
ଛାଡଖାଇ ପାଇଁ ଆଜି ଆମିଷ ବଜାରରେ ଭିଡ଼ ଦେଖିବାକୁ ମିଳିଛି | ଲୋକଙ୍କ ଭିଡ ସାଙ୍ଗକୁ ଆମିଷ ଦ୍ରବ୍ୟର ଦ୍ୱାରା ମଧ୍ୟ ଉଚ୍ଚା ରହିଛି | ମିଳିଥିବା ସୂଚନା ମୁତାବକ ଆଜି ମଟନ କିଲୋଗ୍ରାମ ପିଛା ୮୦୦ ଟଙ୍କା..
/sambad/media/post_attachments/wp-content/uploads/2023/10/nonveg-market.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)