କର୍ଲାମୁଣ୍ଡା: କଳାହାଣ୍ଡିଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ଠାରେ ଥିବା ବହୁ ପ୍ରାଚୀନ କାଳର ଚଣ୍ଡୀଙ୍କ ନୂତନ ମନ୍ଦିର ଆଜି ପ୍ରତିଷ୍ଠା ହୋଇଛି। ଆୟୋଜିତ ମନ୍ଦିର ପ୍ରତିଷ୍ଠାରେ ମା ଚଣ୍ଡୀଙ୍କ ସାଧନ ହୋଇ ନୂତନ ମନ୍ଦିର ଉଦଘାଟିତ ହୋଇଛି। ଏଥିରେ ଝାଙ୍କର ଅବେଲ ମାଝୀ ସପତ୍ନୀକ କର୍ତ୍ତା ଭାବେ ଥାଇ ପୂଜାର୍ଚ୍ଚନା କରିଥିଲେ। ଏହି ପୂଜାକୁ ପୂଜକ ସୁଧାଂଶୁ ଷଡଙ୍ଗୀ ସଂପାଦନ କରିଥିଲେ। ଏଥିରେ ପ୍ରାଚୀନ କାଳରୁ ଏହି ଶିବ ମନ୍ଦିର ସମ୍ମୁଖରେ ଥିବା ଚଣ୍ଡୀ ମାଙ୍କ ପାଇଁ ତିଆରି କରାଯାଇଥିବା ମନ୍ଦିରକୁ ପ୍ରତିଷ୍ଠା କରି ମାଙ୍କ ସ୍ଥାପନ କରାଯାଇଥିଲା।
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ଠାରେ ଥିବା ବହୁ ପ୍ରାଚୀନ କାଳର ଚଣ୍ଡୀଙ୍କ ନୂତନ ମନ୍ଦିର ଆଜି ପ୍ରତିଷ୍ଠା ହୋଇଛି। ଆୟୋଜିତ ମନ୍ଦିର ପ୍ରତିଷ୍ଠାରେ ମା ଚଣ୍ଡୀଙ୍କ ସାଧନ ହୋଇ ନୂତନ ମନ୍ଦିର ଉଦଘାଟିତ ହୋଇଛି। ଏଥିରେ ଝାଙ୍କର ଅବେଲ ମାଝୀ ସପତ୍ନୀକ କର୍ତ୍ତା ଭାବେ ଥାଇ ପୂଜାର୍ଚ୍ଚନା କରିଥିଲେ। ଏହି ପୂଜାକୁ ପୂଜକ ସୁଧାଂଶୁ ଷଡଙ୍ଗୀ ସଂପାଦନ କରିଥିଲେ। ଏଥିରେ ପ୍ରାଚୀନ କାଳରୁ ଏହି ଶିବ ମନ୍ଦିର ସମ୍ମୁଖରେ ଥିବା ଚଣ୍ଡୀ ମାଙ୍କ ପାଇଁ ତିଆରି କରାଯାଇଥିବା ମନ୍ଦିରକୁ ପ୍ରତିଷ୍ଠା କରି ମାଙ୍କ ସ୍ଥାପନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜବର ସିଂ ମାଝୀ, ବେଦବ୍ୟାସ ଚୌଧୁରୀ, ଉଜ୍ଜଳ କୁମାର ସାହୁ, ମାନସିଂହ ମାଝୀ, ବେଣୁ ମାଝୀ, ଲୋଭା ଭୋଇ, ଚିତ୍ରସେନ ଭୋଇ, ଶରତ ଜାନୀ, ଭୋଲା ମାଝୀ, ମିଳିତ ପଶ୍ଚିମେଶ୍ୱର ଶିବ ମନ୍ଦିର ପୂଜା କମିଟି ସଭାପତି ଜ୍ଞାନପ୍ରକାଶ ମାଝୀ, ସଂପାଦକ ନବିନ କିଶୋର ସାହୁଙ୍କ ସମେତ ରିଞ୍ଜା ଗ୍ରାମବାସୀ ସମସ୍ତ ଭକ୍ତ ବୃନ୍ଦ ଉପସ୍ଥିତ ଥିଲେ।