ବୌଦ୍ଧ: ଗୃହରକ୍ଷୀଙ୍କୁ ବ୍ୟାଙ୍କ ଋଣ କରାଇଦେବା ଆଳରେ ଲକ୍ଷାଧିକ ଟଙ୍କା ଶୋଷଣ ଅଭିଯୋଗରେ କନେଷ୍ଟବଳଙ୍କୁ ପୁଲିସ ଗିରଫ କରିଛି। ଏହି ମାମଲାରେ ୬୦ଟି ବ୍ୟାଙ୍କ ଜମାଖାତା ସହ ଶତାଧିକ ଚେକ୍ ଓ ଏଟିଏମ୍ କାର୍ଡ ଆଦି ଜବତ କରାଯାଇଛି।
ଗୃହରକ୍ଷୀଙ୍କୁ ବ୍ୟାଙ୍କ ଋଣ କରାଇଦେବା ଆଳରେ ଲକ୍ଷାଧିକ ଟଙ୍କା ଶୋଷଣ ଅଭିଯୋଗରେ କନେଷ୍ଟବଳଙ୍କୁ ପୁଲିସ ଗିରଫ କରିଛି। ଏହି ମାମଲାରେ ୬୦ଟି ବ୍ୟାଙ୍କ ଜମାଖାତା ସହ ଶତାଧିକ ଚେକ୍ ଓ ଏଟିଏମ୍ କାର୍ଡ ଆଦି ଜବତ କରାଯାଇଛି।
/sambad/media/media_files/2025/06/17/9ZKTrXUWszwVfhXvAdjq.jpg)
ଏନେଇ ବୌଦ୍ଧ ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/17/IucPYWiGbSdkAB4Y42S5.png)