ଧଣ୍ଡାମୁଣ୍ଡା: ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଂଚାୟତ ବାଞ୍ଜିପାଲି ଗାଁ ରେ ଥିବା ମୁକୁଳା ଟ୍ରାନ୍ସଫର ସଂସ୍ପର୍ଶରେ ଆସି ନବୀନ ରଣାଙ୍କ ଗାଈର ମୃତ୍ୟୁ ହୋଇଥିବା ଜଣାପଡିଛିI
ଦୀର୍ଘ ଦିନ ହେଲା ଟ୍ରାନ୍ସଫର୍ମର ମୁକୁଳା ପଡ଼ିଥବା ଓ ଚାରିପଟେ ଅନାବନା ଘାସ ଥିବା ଯୋଗୁଁ ଟ୍ରାନ୍ସଫର୍ମରଟି ବିପଜ୍ଜନକ ଅବସ୍ଥାରେ ଥିଲା I ବିଦ୍ୟୁତ ବିଭାଗ ଏଥିପ୍ରତି କୌଣସି ଦୃଷ୍ଟି ଦେଇ ନଥିଲା I ବିପଦସଂକୁଳ ଅବସ୍ଥାରେ ଥିବା ଟ୍ରାନ୍ସଫମର ସୁରକ୍ଷା ଦୃଷ୍ଟିରୁ ଚାରିଆଡେ ବାଡ଼ ଦେବା କଥା, କିନ୍ତୁ ବିଦ୍ୟୁତ ବିଭାଗର ଖାମଖିଆଲ ମନୋଭାବ ଯୋଗୁ ଗାଈର ମୃତ୍ୟୁ ହୋଇଥିବା ନବୀନ ରଣା ଅଭିଯୋଗ କରିଛନ୍ତି I ଗାଈର କ୍ଷତିପୂରଣ ବାବଦକୁ ସେ ୩୦ ହଜାର ଟଙ୍କା ଦାବି କରିଛନ୍ତି।
ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ହେଲା ଟ୍ରାନ୍ସଫର୍ମର ମୁକୁଳା ପଡ଼ିଥବା ଓ ଚାରିପଟେ ଅନାବନା ଘାସ ଥିବା ଯୋଗୁଁ ଟ୍ରାନ୍ସଫର୍ମରଟି ବିପଜ୍ଜନକ ଅବସ୍ଥାରେ ଥିଲା I ବିଦ୍ୟୁତ ବିଭାଗ ଏଥିପ୍ରତି କୌଣସି ଦୃଷ୍ଟି ଦେଇ ନଥିଲା I ବିପଦସଂକୁଳ ଅବସ୍ଥାରେ ଥିବା ଟ୍ରାନ୍ସଫମର ସୁରକ୍ଷା ଦୃଷ୍ଟିରୁ ଚାରିଆଡେ ବାଡ଼ ଦେବା କଥା, କିନ୍ତୁ ବିଦ୍ୟୁତ ବିଭାଗର ଖାମଖିଆଲ ମନୋଭାବ ଯୋଗୁ ଗାଈର ମୃତ୍ୟୁ ହୋଇଥିବା ନବୀନ ରଣା ଅଭିଯୋଗ କରିଛନ୍ତି I ଗାଈର କ୍ଷତିପୂରଣ ବାବଦକୁ ସେ ୩୦ ହଜାର ଟଙ୍କା ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/06/titled-2025-09-06-12-46-03.png)