ଯାଜପୁର: ବେଆଇନ ଭାବେ ଗୋଚାଲାଣ ବେଳେ ଯାଜପୁର ଜ଼ିଲ୍ଲା ଦଶରଥପୁର ଥାନା ଝୁମ୍ପୁରୀ ଛକ ଠାରେ ଏକ ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗୋଟିଏ ଗାଈର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।
ସ୍ଥାନୀୟ ଲୋକ ଗାଈଗୁଡ଼ିକୁ ଉଦ୍ଧାର କରିଛନ୍ତି। ଦଶରଥପୁର ପୁଲିସି ଗାଡ଼ିଟିକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି। ତେବେ ଡ୍ରାଇଭର ଫେରାର ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/28/GU47bLStXl7MQiwLPM0X.jpg)