ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ତେଲିଘଣାରେ ଏକ ଗୋରୁ ବୋଝେଇ ପିକ୍-ଅପ୍ ଓଲଟିଥିବାର ସୂଚନା ରହିଛି। ଏଥିରୁ ଦେଶୀ ବନ୍ଧୁକ ଜବତ କରାଯାଇଛି।
ଗୋରୁ ବୋଝେଇ ଗୋଟିଏ ପିକ୍-ଅପ୍ ଗାଡ଼ି ଆଜି ଭୋର ସକାଳୁ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ତେଲିଘଣା ରାଜ୍ୟ ରାଜପଥ ଉପରେ ଓଲଟିପଡ଼ିଛି। ପରେ ଘଟଣାସ୍ଥଳରୁ ଚାଳକ ଫେରାର ହୋଇଥିଲେ, କିନ୍ତୁ ପୁଲିସ୍ ତାଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।
କୁତ୍ରା ବ୍ଲକ ତେଲିଘଣାରେ ଏକ ଗୋରୁ ବୋଝେଇ ପିକ୍-ଅପ୍ ଓଲଟିଥିବାର ସୂଚନା ରହିଛି। ଏଥିରୁ ଦେଶୀ ବନ୍ଧୁକ ଜବତ କରାଯାଇଛି। ଗୋରୁ ବୋଝେଇ ଗୋଟିଏ ପିକ୍-ଅପ୍ ଗାଡ଼ି ଆଜି ଭୋର ସକାଳୁ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ତେଲିଘଣା ରାଜ୍ୟ ରାଜପଥ ଉପରେ ଓଲଟିପଡ଼ିଛି। ପରେ ଘଟଣାସ୍ଥଳରୁ ଚାଳକ ଫେରାର ହୋଇଥିଲେ, କିନ୍ତୁ ପୁଲିସ୍ ତାଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।
ଗାଡ଼ିରୁ ଗୋଟିଏ ଦେଶୀ ବନ୍ଧୁକ ଅଫୁଟା ଗୁଳି ମଧ୍ୟ ଜବତ ହୋଇଛି। ଘଟଣାସ୍ଥଳରେ ଆହତ ଗୋରୁଙ୍କୁ ପ୍ରାଣୀ ସଂପଦ ବିଭାଗ ପହଞ୍ଚି ଚିକିତ୍ସା ଆରମ୍ଭ କରିଛି ।