ପାରାଦୀପ: ପାରାଦୀପ ବନ୍ଦରରେ ଆଜି ସକାଳେ ଏକ ଅଘଟଣ ଘଟିଛି। ଏଠାରେ ଅନଲୋଡିଂ ବେଳେ ଜାହାଜ ଉପରେ କ୍ରେନ୍ ଭାଙ୍ଗି ପଡ଼ିଥିଲା। ଏଥିରେ କ୍ରେନ ଅପରେଟର ଆହତ ହୋଇଥିଲେ ଏବଂ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅନ୍ୟ କୌଣସି କ୍ଷତି ହୋଇନଥିବା ଜଣାଯାଇଛି।
ପାରାଦୀପ ବନ୍ଦରରେ ଅଘଟଣ, ଜାହାଜ ଉପରେ ଭାଙ୍ଗି ପଡ଼ିଲା କ୍ରେନ୍
ପାରାଦୀପ ବନ୍ଦରରେ ଆଜି ସକାଳେ ଅନଲୋଡିଂ ବେଳେ ଜାହାଜ ଉପରେ କ୍ରେନ୍ ଭାଙ୍ଗି ପଡ଼ିଥିଲା। ଏଥିରେ କ୍ରେନ ଅପରେଟର ଆହତ ହୋଇଥିଲେ` ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
/sambad/media/post_attachments/wp-content/uploads/2018/08/paradip-Port.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)