ରାଜଗାଙ୍ଗପୁର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର l ରାଜଗାଙ୍ଗପୁରରେ ଥିବା ଘୋଘରେଶ୍ୱର ଶିବ ମନ୍ଦିରରେ ସକାଳୁ ସକାଳୁ ଶିବ ଭକ୍ତମାନେ ଜଳ ଚଢ଼ାଉଛନ୍ତି l ବେଦବ୍ୟାସ ଶୈବ ପୀଠ ବ୍ରାହ୍ମଣୀ ନଦୀରୁ ଜଳ ନେଇ ଦୂର ଦୂରାନ୍ତରୁ ବହୁ ଭକ୍ତ କାଉଡ଼ିଆମାନେ ପାଣି ଭାର ଉଠାଇ ଖାଲି ପାଦରେ ଚାଲିଚାଲି ଘୋଘରେଶ୍ୱର ଶିବ ମନ୍ଦିରରେ ଜଳ ଲାଗି କରୁଛନ୍ତି l

Advertisment

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର l ରାଜଗାଙ୍ଗପୁରରେ ଥିବା ଘୋଘରେଶ୍ୱର ଶିବ ମନ୍ଦିରରେ ସକାଳୁ ସକାଳୁ ଶିବ ଭକ୍ତମାନେ ଜଳ ଚଢ଼ାଉଛନ୍ତିl ବେଦବ୍ୟାସ ଶୈବ ପୀଠ ବ୍ରାହ୍ମଣୀ ନଦୀରୁ ଜଳ ନେଇ ଦୂର ଦୂରାନ୍ତରୁ ବହୁ ଭକ୍ତ କାଉଡ଼ିଆମାନେ ପାଣି ଭାର ଉଠାଇ ଖାଲି ପାଦରେ ଚାଲିଚାଲି ଘୋଘରେଶ୍ୱର ଶିବ ମନ୍ଦିରରେ ଜଳ ଲାଗି କରୁଛନ୍ତି l ଶିବ ଭକ୍ତମାନେ ଲମ୍ବା ଧାଡ଼ିରେ ଆସି ଜଳାଭିଷେକ କରୁଛନ୍ତିl ଶ୍ରଦ୍ଧାଳୁଙ୍କ ଦର୍ଶନ ଓ ସୁରକ୍ଷା ପାଇଁ ପାଞ୍ଚ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି l ପ୍ରଶାସନ ପକ୍ଷରୁ ମନ୍ଦିରକୁ ଯିବାକୁ ବାରିକେଟ କରାଯିବା ସହ ନଦୀଘାଟରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି l

ଶିବ ଭକ୍ତମାନେ ଲମ୍ବା ଧାଡ଼ିରେ ଆସି ଜଳାଭିଷେକ କରୁଛନ୍ତିl ଶ୍ରଦ୍ଧାଳୁଙ୍କ ଦର୍ଶନ ଓ ସୁରକ୍ଷା ପାଇଁ ପାଞ୍ଚ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି l ପ୍ରଶାସନ ପକ୍ଷରୁ ମନ୍ଦିରକୁ ଯିବାକୁ ବାରିକେଟ କରାଯିବା ସହ ନଦୀଘାଟରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି l