ଭୁବନେଶ୍ଵର: ୨୦୨୨ର ସୁପରହିଟ୍ ଓଡ଼ିଆ ଚଳଚ୍ଚିତ୍ର ଦମନ ପୁଣି ଥରେ ବଡ଼ ପରଦାକୁ ଆସିବାକୁ ଯାଉଛି। ଆସନ୍ତା ୯ ତାରିଖରେ ଦମନ।ଭୁବନେଶ୍ଵର,କଟକ, ସମ୍ବଲପୁର,ରାଉରକେଲା,ଅନୁଗୁଳରେ ଥିବା ପ୍ରେକ୍ଷାଳୟରେ ପୁଣି ଥରେ ମୁକ୍ତିଲାଭ କରିବ।
ମାଲକାନଗିରିର ସତ କାହାଣୀକୁ ନେଇ ନିର୍ମାଣ ହୋଇଥିଲା ଫିଲ୍ମ ‘ଦମନ’।
ଆଗାମୀ ୮ ତାରିଖରେ 'ଦମନ'କୁ ମିଳିବ ଜାତୀୟ ପୁରସ୍କାର ଏବଂ ୯ ତାରିଖରେ ପୁଣି ସିନେମା ହଲ୍ ରେ ଆସିବ ସିନେମା । ଓଡ଼ିଶାରେ ୬ ଟି ହଲ୍ ରେ ରିଲିଜ ହେବ ଦମନ ।
ପୁଣି ବଡ଼ ପରଦାକୁ ଆସିବ ‘ଦମନ’
ଆଗାମୀ ୮ ତାରିଖରେ 'ଦମନ'କୁ ମିଳିବ ଜାତୀୟ ପୁରସ୍କାର ଏବଂ ୯ ତାରିଖରେ ପୁଣି ସିନେମା ହଲ୍ ରେ ଆସିବ ସିନେମା । ଓଡ଼ିଶାରେ ୬ ଟି ହଲ୍ ରେ ରିଲିଜ ହେବ ଦମନ ।
/sambad/media/media_files/j4EuAywneI4nsW9pbjn1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)