ବାରିପଦା: ମୟୁରଭଞ୍ଜ ଜିଲ୍ଲା ଜେନାବିଲ ରେଞ୍ଜରେ ଏକ ହାତୀ ଶାବକର ଶବ ଉଦ୍ଧାର କରାଯାଇଛି। ଏହି ଶାବକର ବୟସ ପ୍ରାୟେ ଏକ ବର୍ଷ ହେବ। ତେବେ ଶାବକଟିର ଶରୀରରେ ଭୀଷଣ କ୍ଷତ ହୋଇଛି। ବନ ବିଭାଗଶବ ବ୍ୟବଛେଦ କରି ଉପଯୁକ୍ତ ସ୍ଥାନରେ ସଂସ୍କାର କରିଛି ।

Advertisment


ଏନେଇ ଆର ସି ସି ଏଫ ଜି.ଦୟାନନ୍ଦ କହିଛନ୍ତି ଯେ ଏକ ଶାବକ ପଡିଥିବନେଇ ଖବର ପାଇଥିଲୁ। ପାଖକୁ ଦେଖିବା ପରେ ଶାବକଟି ମରି ଥିବା ଜାଣିବାକୁ ପାଇଲୁ। ପରେ ଶବ ବ୍ୟବଚ୍ଛେଦ କରି ସଂସ୍କାର କରିଛୁ। ରିପୋର୍ଟ ଆସିବା ପରେ କାରଣ ଜଣା ପଡିବ ବୋଲି ସେ କହିଛନ୍ତି |