ରାଉରକେଲା: ସେକ୍ଟର -୧ ଜି ଓ ଏଫ ପଡ଼ିଆ ନିକଟସ୍ଥ ନାଳାରୁ ନବଜାତ ଶିଶୁକନ୍ୟାର ଶବ ଉଦ୍ଧାର ହୋଇଛି l ତାକୁ କେହି ମାରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛିl ସେକ୍ଟର-୩ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଛି l ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛିl
ସେକ୍ଟର -୧ ଜି ଓ ଏଫ ପଡ଼ିଆ ନିକଟସ୍ଥ ନାଳାରୁ ନବଜାତ ଶିଶୁକନ୍ୟାର ଶବ ଉଦ୍ଧାର ହୋଇଛି l ତାକୁ କେହି ମାରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛିl ସେକ୍ଟର-୩ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଛି l ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛିl ଆଜି ସକାଳେ ନାଳା କଚଡ଼ା ଉପରେ ଶିଶୁକନ୍ୟାର ଶବ ପଡ଼ିଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ l
ଆଜି ସକାଳେ ନାଳା କଚଡ଼ା ଉପରେ ଶିଶୁକନ୍ୟାର ଶବ ପଡ଼ିଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/02/26/rwGEFAumKtXmxrtfQ6cE.jpg)