ବରଗଡ: ବରଗଡ ସହରର ଲେଙ୍ଗୁ ମିଶ୍ର ଛକ ନାଳରେ ଜଣଙ୍କର ମୃତଶରୀର ଉଦ୍ଧାର ହୋଇଛି l ମୃତକ ହେଲେ ବିଶିପଡାର ଶଙ୍କର ତାଣ୍ଡି l ସେ ଜଣେ କଦଳୀ ବିକାଳିl ଗତକାଲି ରାତିରୁ ଶଙ୍କର ନିଖୋଜ  ଥିଲେ l ଆଜି ସକାଳେ ତାଙ୍କ ମୃତଦେହ ବରଗଡ଼ ସ୍ଥିତ ଲେଙ୍ଗୁ ମିଶ୍ର ଛକର ଗୋଟିଏ ନାଳରୁ ଟାଉନ ଥାନ ପୁଲିସ ଉଦ୍ଧାର କରିଛି l

Advertisment

ବରଗଡ ସହରର ଲେଙ୍ଗୁ ମିଶ୍ର ଛକ ନାଳରେ ଜଣଙ୍କର ମୃତଶରୀର ଉଦ୍ଧାର ହୋଇଛି l ମୃତକ ହେଲେ ବିଶିପଡାର ଶଙ୍କର ତାଣ୍ଡି l ସେ ଜଣେ କଦଳୀ ବିକାଳିl ଗତକାଲି ରାତିରୁ ଶଙ୍କର ନିଖୋଜ  ଥିଲେ l ଆଜି ସକାଳେ ତାଙ୍କ ମୃତଦେହ ବରଗଡ଼ ସ୍ଥିତ ଲେଙ୍ଗୁ ମିଶ୍ର ଛକର ଗୋଟିଏ ନାଳରୁ ଟାଉନ ଥାନ ପୁଲିସ ଉଦ୍ଧାର କରିଛି l ତେବେ ଏଯାଏ ମୁତ୍ୟୁର କାରଣ ଜଣାପଡ଼ି ନାହିଁ l ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଶବକୁ ଉଦ୍ଧାର କରି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି l

ତେବେ ଏଯାଏ ମୁତ୍ୟୁର କାରଣ ଜଣାପଡ଼ି ନାହିଁ l ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଶବକୁ ଉଦ୍ଧାର କରି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି l

death