ବାମନାଳ: ହଠାତ୍ ବଳଙ୍ଗା ପୀଡ଼ିତାଙ୍କର ମୃତ୍ୟୁ ହେବା ଘଟଣାକୁ କେହି ବିଶ୍ବାସ କରିପାରୁ ନାହାନ୍ତି। ସମଗ୍ର ବାୟାବରର ନୂଆଗୋପାଳପୁର ଗ୍ରାମ ସ୍ତବ୍ଧ ହୋଇଯାଇଛି। ସାରା ଗାଁରେ ପୁଲିସ ପଇଁତରା ମାରୁଥିବା ବେଳେ ଏବେ ପରିବାର ଲୋକେ ଏବଂ ଗ୍ରାମବାସୀ ଅପେକ୍ଷା କରିଛନ୍ତି ନାବାଳିକା ପୀଡ଼ିତା ସମିଦା ଖାତୁନୁଙ୍କ ମରଶରୀରକୁ।
ହଠାତ୍ ବଳଙ୍ଗା ପୀଡ଼ିତାଙ୍କର ମୃତ୍ୟୁ ହେବା ଘଟଣାକୁ କେହି ବିଶ୍ବାସ କରିପାରୁ ନାହାନ୍ତି। ସମଗ୍ର ବାୟାବରର ନୂଆଗୋପାଳପୁର ଗ୍ରାମ ସ୍ତବ୍ଧ ହୋଇଯାଇଛି। ସାରା ଗାଁରେ ପୁଲିସ ପଇଁତରା ମାରୁଥିବା ବେଳେ ଏବେ ପରିବାର ଲୋକେ ଏବଂ ଗ୍ରାମବାସୀ ଅପେକ୍ଷା କରିଛନ୍ତି ନାବାଳିକା ପୀଡ଼ିତା ସମିଦା ଖାତୁନୁଙ୍କ ମରଶରୀରକୁ।ଅପରାହ୍ଣରେ ଗାଁକୁ ମରଶରୀର ଆସିବ ବୋଲି ସୂଚନା ରହିଛି। ଅପରପକ୍ଷରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ପରିବାର ଲୋକ ଏବଂ ସାହିଭାଇଙ୍କ ସହ ମିଶି ତାଙ୍କ ସମ୍ପ୍ରଦାୟରେ ଗ୍ରାମର ମଶାଣିରେ କବର ଖୋଳିଛନ୍ତି।
ଅପରାହ୍ଣରେ ଗାଁକୁ ମରଶରୀର ଆସିବ ବୋଲି ସୂଚନା ରହିଛି। ଅପରପକ୍ଷରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ପରିବାର ଲୋକ ଏବଂ ସାହିଭାଇଙ୍କ ସହ ମିଶି ତାଙ୍କ ସମ୍ପ୍ରଦାୟରେ ଗ୍ରାମର ମଶାଣିରେ କବର ଖୋଳିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/03/new-project-11-2025-08-03-11-03-27.jpg)