କଟକ: କଟକ ଜିଲ୍ଲା ଆଠଗଡ଼ କନ୍ଦରପୁର କେନ୍ଦୁଟୋକୋଲିଠାରେ ଥିବା ଏକ ପରିତ୍ୟକ୍ତ କୂଅରୁ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ହାତୀଟି କିଛି ଦିନ ପୂର୍ବରୁ କୂଅରେ ପଡ଼ି ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି। ପାଣି ଶୁଖିବା ପରେ ହାତୀର ଗଳିତ ମୃତଦେହ ଠାବ କରିଛନ୍ତି ବନ ବିଭାଗ କର୍ମଚାରୀ।
ତେବେ କେମିତି ଓ କେଉଁ ପରିସ୍ଥିତିରେ ହାତୀଟି କୂଅରେ ଖସି ମୃତ୍ୟୁବରଣ କରିଛି ସେନେଇ ତଦନ୍ତ ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/02/hBAmeR4LA7cAm3WWXogg.jpeg)